ଭିତରକନିକାରେ ୬୮ଟି କୁମ୍ଭୀର ବସା ଠାବ:କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୫ଟି, ରାଜନଗରରେ ୧୦ଟି

ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ବାସ କରୁଥିବା ବଉଳା କୁମ୍ଭୀର ୬୮ଟି ବସାରେ ଅଣ୍ତା ଦେଇଥିବା ଜଣାପଡ଼ିଛି। ଭିତରକନିକା ଫରେଷ୍ଟ୍‌ ବ୍ଲକ୍‌ ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକ୍‌ର ଗଂଜେଇଖିଆ, ଶାଗୁଣାଚର, ଶୁଆଯୋର, ଭ୍ରମରମାରିରେ ୫୩ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବାବେଳେ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର ମଧ୍ୟରେ ୫ଟି ଓ ରାଜନଗର ରେଂଜ୍‌ ଅଞ୍ଚଳରେ ୧୦ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। ରାଜନଗର ରେଂଜ୍‌ର ଗୁପ୍ତିରେ … Continue reading ଭିତରକନିକାରେ ୬୮ଟି କୁମ୍ଭୀର ବସା ଠାବ:କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୫ଟି, ରାଜନଗରରେ ୧୦ଟି